ଭିଭୋ ସ୍ମାର୍ଟଫୋନ ଉପରେ ସ୍ୱତନ୍ତ୍ର ରିହାତି

ଆକର୍ଷଣୀୟ ରିହାତି ଡିସେମ୍ବର ୨୧ରୁ ୨୩ ପର୍ଯ୍ୟନ୍ତ ଭିଭୋ ସ୍ମାର୍ଟଫୋନର ସ୍ୱତନ୍ତ୍ର ମୂଲ୍ୟ ବିଶ୍ୱର ଅଭିନବ ସ୍ମାର୍ଟଫୋନ ବ୍ରାଣ୍ଡ ଭିଭୋ ପକ୍ଷରୁ ଫ୍ଲିପକାର୍ଟ ଇୟର ଏଣ୍ଡ ସେଲ ପାଇଁ ସ୍ୱତନ୍ତ୍ର ରିହାତି ଘୋଷଣା କରାଯାଇଛି । ଗ୍ରାହକମାନେ ଆସନ୍ତା ଡିସେମ୍ବର ୨୧ରୁ ୨୩ ମଧ୍ୟରେ ଆକର୍ଷଣୀୟ ରିହାତି ସହିତ ନୋ-କଷ୍ଟ ଇଏମଆଇ ଏବଂ ପ୍ରିପେଡ ଅଫର ପାଇପାରିବେ । ଏହି ତିନିଦିନିଆ ସେଲରେ ଗ୍ରାହକମାନେ ଭିଭୋ ଜେଡ୧ଏକ୍ସ, ଜେଡ୧ପ୍ରୋ ଏସ୍୧ ଏବଂ ଭି୧୫ପ୍ରୋ ଆଦି ମଡେଲରେ ରିହାତି ପାଇପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ