ମ୍ୟାଲେରିଆ,ଡେଙ୍ଗୁ ଓ ଡାଇରିଆ ସଚେତନତା କାର୍ଯ୍ୟକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା):ମ୍ୟାଲେରିଆ,ଡେଙ୍ଗୁ ଓ ଡାଇରିଆ ରୋଗର ପ୍ରତିକାର ପାଇଁ ସ୍ଥାନୀୟ ଗାୟତ୍ରୀ,ସାଇବାବା ଓ ସହଦେଵଖୁଣ୍ଟା ମହିଳା ଆରୋଗ୍ୟ ସମିତି ପକ୍ଷରୁ ଏକ ସଚେତନତ ଶୋଭାଯାତ୍ରା ଚାନ୍ଦମରି ପଡିଆ ଠାରୁ ବାହାରି ସହଦେଵଖୁଣ୍ଟା ଅଞ୍ଚଳ ପରିକ୍ରମା କରିଥିଲା .ସ୍ଥାନୀୟ କଉନସିଲର ଶଶିରେଖା ମହାନ୍ତି ପତାକା ଦେଖାଇ ଏହି ଶୋଭାଯାତ୍ରାକୁ ଶୁଭାରମ୍ଭ କରିଥିଲେ.ଏହି କାର୍ଯ୍ୟକ୍ରମକୁ ଅନୁପମା ଦଶ,ପ୍ରତିମା ପରମାଣିକ,ଦୀପ୍ତିରାଣୀ ଜେନା,ଜୟନ୍ତୀ ବିଶ୍ୱାଳ,ସୁସ୍ମିତା ଦାସ,ଦିପ୍ତିରାଣୀ ଗୟା ଓ ଦମୟନ୍ତୀ ଶତପଥି ପ୍ରମୁଖ ପରିଚାଳନା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ