ଦିବ୍ୟଜୀବନ ସଂଘର ସାଧନା ଦିବସ

ବ୍ରହ୍ମପୁର,(ଯୁଗାଦ୍ଦନ୍ୟୁଜ)- ବୁଧବାର ସ୍ଥାନୀୟ ଗୀତା ଭବନରେ ଲାଞ୍ଜୀପଲ୍ଲୀ ମହିଳା ଶାଖା ଦ୍ୱାରା ଆୟୋଜିତ ସାଧନା ଦିବସରେ ପାଦକୁ ପୂଜା,ସହସ୍ର ଅର୍ଚ୍ଚନା,ଗୀତା ପାଠ ପ୍ରବଚନ ଅନୁଷ୍ଠିତ ହୋଇଥିଲା । ବହୁ ବରିଷ୍ଠ ନାଗରିକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାସହ । ବ୍ରହ୍ମପୁର ଶାଖା,ଗୋସାଣୀ ନୂଆଗାଁ ଶାଖା,ଆଙ୍କୋଲି ଶାଖାର ବହୁ ଭକ୍ତ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ