ବଜ୍ରପାତ ରେ ଚାରୋଟି ଗୋରୁ ମୃତ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ, ରେଙ୍ଗା ପଞ୍ଚାୟତ, ସେମିଲିଗୁଡା ଗ୍ରାମର ବାତ୍ରୀ ମାଝୀ, କୁମଦ ଚନ୍ଦ୍ର ମାଝୀ, ଲିଙ୍ଗନା ମାଝୀ ଓ଼ ମlଲକୀ ମାଝୀଙ୍କ ସମତେ ଜଣଙ୍କର ୪  ଗୋରୁ କୁ ଆଜି ସକାଳେ କାଳ ବୈଶାଖୀ ବର୍ଷା ଘଡ ଘଡ଼ି ହେବା ଦ୍ୱାରା  ସେମିଳିଗୁଡା ଗ୍ରାମର  ତଳ ମସାଣି  ପଦା ପାଖରେ ଥିବା  ପଣସ ଗଛ ଠାରେବଜ୍ରାଘାତ ହେବା ଫଳରେ  ଚାରୋଟି ଗୋରୁ ମୃତ୍ୟୁ ହୋଇଛି l ଗ୍ରାମବାସୀ ଅଭିଯୋଗ କରିଛନ୍ତି  ଯେଉଁମାନଙ୍କର ଗୋରୁ ମୃତ ହୋଇଛି ସେହି ପରିବା କୁ ସରକାର ଙ୍କ ତରଫରୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ