ଆମ ପୋଲିସ ସମିତି ବୈଠକ

ଅଲଣାହାଟ, (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ପରିସରରେ ଆମ ପୋଲିସ ସମିତିର ଏକ ବୈଠକ  ଥାନାର ଭାରପ୍ରାପ୍ତ ଅଧିକାରୀ ଦେବାଶିଷ ପଣ୍ଡାଙ୍କ ପୌରହିତରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସାଇବର ଠକେଇ ଓ ନୂତନ ଭାବେ ପ୍ରଚଳିତ ଭାରତୀୟ ଦଣ୍ଡ ବିଧି ଆଇନ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ସଭାରେ ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପଣ୍ଡା ଓ ଅନ୍ୟାନ ପୋଲିସ କର୍ମଚାରୀ ଯୋଗଦେଇଥିଲେ। ଆମ ପୋଲିସର ବରିଷ୍ଠ ସଦସ୍ୟ ବସନ୍ତ ମହାନ୍ତି , ଅର୍ଜୁନ ରାଉତ , ରବି ପଟ୍ଟନାୟକ , ପ୍ରଶାନ୍ତ ମିଶ୍ର , ରାମଚନ୍ଦ୍ର ସ୍ୱାଇଁ , ମୁରଲୀ ଧର କାଣ୍ଡି ,ଓ ସିଧେଶ୍ୱର ବାରିକ ପ୍ରଭୃତି ଏହି ସଭାରେ ଯୋଗଦେଇ ତାଙ୍କର ବକ୍ତବ୍ୟ ରଖିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ