ଜଟିଳ ହେଉଛି କର୍ଣ୍ଣାଟକ ଓ ମହାରାଷ୍ଟ୍ର ଜମିବାବାଦ

ବେଙ୍ଗାଲୁରୁ -ଜମିବିବାଦକୁ ନେଇ ଜଟିଳ ହେଉଛି କର୍ଣ୍ଣାଟକ ଓ ମହାରାଷ୍ଟ୍ର ଏହି ଘଟଣାକୁ ନେଇ ମୁହଁଖୋଲିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା । ସେ କହିଛନ୍ତି ଯେ, ତାଙ୍କର ସମକକ୍ଷ ଉଦ୍ଧବ ଠାକରେ ରାଜନୈତିକ ଲାଭ ପାଇଁ ବେଲଗାଭି ସୀମା ପ୍ରସଙ୍ଗକୁ ପୁଣି ଥରେ ଲୋକଲୋଚନକୁ ଆଣିଛନ୍ତି । ରାଜ୍ୟ ସରକାର ଗୋଟିଏ ଇଞ୍ଚ ଜମି ମହାରାଷ୍ଟ୍ରକୁ ଛାଡ଼ିବେ ନାହିଁ । ରାଜନୈତିକ ଲାଭ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭ୍ରମ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । ମୁଁ ଏହାକୁ ତୀବ୍ର ନିନ୍ଦା କରୁଛି ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ