ଧାରଣା ପ୍ରତ୍ୟାହୃତ, କ୍ଷତିପୁରଣ ଦେବାକୁ ନାଲକୋ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି

ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ଗ୍ରାମ ହାଟ ପାଖ ରେଳ ଧାରଣା କଡରୁ ମିଳିଥିବା ରାଜେଶ ବିଶ୍ଵାଳ ର ମୃତ ଦେହ କୁ ନେଇ ହୋଇଥିବା ଧାରଣା ପ୍ରତ୍ୟାହୃତ ହୋଇଛି କ୍ଷ ସୂଚନା ମୁତାବକ ବଅଁରପାଳ ପୁଲିସ ମଧ୍ୟସ୍ଥତା ରେ ନାଲକୋ କର୍ତ୍ତୃପକ୍ଷ କ୍ଷତିପୂରଣ ବାବଦକୁ ଦୁଇଲକ୍ଷ ପଞ୍ଚସ୍ତରୀ ହଜାର ଟଙ୍କା ଓ ମୃତକର ପରିବାରର ଜଣଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଥିଲେ କ୍ଷ ଫଳରେ ଧାରଣା ପ୍ରତ୍ୟାହୃତ ହେବା ପରେ ପୁଲିସ ସହାୟତାରେ ଶବ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିଲା କ୍ଷ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ