ପିକ୍‌ଅପ ଭ୍ୟାନ ଓଲଟି ୬ ଗୁରୁତର

କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲା ଆଦିବାସୀ ସମ୍ପ୍ରଦାୟର ଟୋକାମରା ପର୍ବ ଦେଖିବା ନିମନ୍ତେ ପିକ୍‌ଅପ୍ ଭ୍ୟାନରେ ପ୍ରାୟ ୨୫ ରୁ ଉର୍ଦ୍ଧ୍ୱ ସୁନାମାଲ ଓ ଓଲମା ଅଂଚଳରୁ ଏକ ଘରୋଇ ପିକଅପ୍ ଭ ୍ୟାନରେ କଲମପୁର ବ୍ଲକର ଖଣ୍ଡି ଢଂଗରିଗୁଡା ଅଭିମୁଖେ ଯାତ୍ରା କରୁଥିବା ସମୟରେ କାଶିବାହଲ ନିକଟରେ ଭ୍ୟାନଟି ଓଲଟି ପଡିଛି । ଦୂର୍ଘଟଣାରେ ୨୦ ରୁ ଉର୍ଦ୍ଧ୍ୱ ଗୁରୁତର ଆହାତ ହୋଇଥିବା ବେଳେ ୬ ଜଣ ଗୁରୁତର ଆହାତ ହୋଇଛନ୍ତି । ଆହାତ ହୋଇଛନ୍ତି । ଖବର ପାଇ କୋକସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆହାତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ