ଗଂଜାମ ଜିଲ୍ଲା ଭଂଜନଗରେ ରାଜନୈତିକ ହିସାଂ

ଭଂଜନଗର(ଯୁଗାଦ୍ଧ ନିଜ୍ୟୁ)ଗଂଜାମ ଜିଲ୍ଲାର ଭଂଜନଗର ବିଧାନ ସଭା ନିର୍ବାଚନରେ ରାଜନୈତିକ ଗଣ୍ଡଗୋଳ ଘଟିଛି । ଗତ ମଧ୍ୟ ରାତି ରେ ଭଂଜନଗର ଥାନା ତୁରୁମୁ ଗାଁ ରେ ଦୁଇ ରାଜନୈତିକ ଗୋଷ୍ଠୀ ବିଜେପି ଓ ବିଜେଡି ମଧ୍ୟରେ ମରଣାନ୍ତକ ଆକ୍ରମଣ ହୋଇଛି । ଏଥିରେ ଉଭୟ ଗୋଷ୍ଠୀର ଦୁଇ ଜଣ ଆହତ ହୋଇଥିବା ବେଳେ ବିଜେପି ପାର୍ଥୀ ପ୍ରଦ୍ୟୁନ ନାଏକ କଂ ଭଣଜା ଅଜିତ ପ୍ରଧାନ ଗୁରତର ଏବଂ ବିଜେଡି ର ରାମ ଚନ୍ଦ୍ର ପୋଲାଇ ଆହତ ହୋଇଥିବା ଜଣାପଡିଛି । ଭଂଜନଗର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ