ଭାଉଜ,ଦିଅରଙ୍କ ମୃତ ଦେହ ଉଦ୍ଧାର

କେନ୍ଦୁଝର ଜିଲ୍ଲା ପାଟଣା ନୂଆବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୨ଟି ଘରୁ ଭାଉଜ ଓ ଦିଅରଙ୍କ ମୃତ ଦେହ ମିଳିଲା ଘଟଣା ଅଂଚଳରେ ବେଶ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଭାଉଜ ଓ ଦିଅର କାହିଁକି ଆତ୍ମହତ୍ୟା କଲେ ତାହା ଉପରୁ ସଠିକ ପରଦା ଉଠିନଥିବା ବେଳେ ପୋଲିସ ପ୍ରେମ ଜନିତ କାରଣରୁ ଭାଉଜ ଦିଅର ଆତ୍ମହତ୍ୟା କରିପାରନ୍ତି ବୋଲି ଅନୁମାନ କରୁଛି । ଅନ୍ୟ ପଟେ ଗ୍ରାମରେ ଭାଉଜ ଓ ଦିଅର ଙ୍କ ମଧ୍ୟରେ ପ୍ରେମ ଜନିତ ଦିର୍ଘଦିନ ଧରି ରହିଥିବାରୁ ଅନେକ ସମୟରେ ପରିବାର ମଧ୍ୟରେ ଅଶାନ୍ତି ଲାଗିରହିଥିବା ବେଳେ ଦୁହେଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ