ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ

ହିଞ୍ଜିଳିକାଟୁ, (ୱାଇଏନଏସ): ପ୍ରତିବର୍ଷ ଜୁନ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଶୁକ୍ରବାର ହିଞ୍ଜିଳିକାଟୁ ବ୍ଳକ ପୋଚିଲିମା ସରକାରୀ ଶିଳ୍ପ ତାଲିମ

Read more

ପାବନଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତିଙ୍କ ସ୍ନାନଯାତ୍ରା ଫିକା ପଡ଼ିଲା

ହିଞ୍ଜିଳିକାଟୁ, (ୱାଇଏନଏସ): ପବିତ୍ର ଦେବସ୍ନାନ ପୁର୍ଣ୍ଣିମା ଉପଲକ୍ଷେ ହିଞ୍ଜିଳିକାଟୁ ପୌରାଂଚଳ ବଇଁଚବଣିଆ ପାବନଶ୍ରୀକ୍ଷେତ୍ରରେ ବଳଭଦ୍ର, ଜଗନ୍ନାଥ, ଦେବୀ ସୁଭଦ୍ରାଙ୍କ ସମେତ ଚକ୍ରରାଜ ସୁଦର୍ଶନ ଚତୁର୍ଦ୍ଦାମୁର୍ତିଙ୍କ ମହାସ୍ନାନ ଯାତ୍ରା

Read more

ଦାରିଙ୍ଗବାଡି ସଙ୍ଗରୋଧ କେନ୍ଦ୍ରରୁ ଫେରିଲେ ୧୭୮ ପ୍ରବାସୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରହିଥିବା ସଙ୍ଗରୋଧ କେନ୍ଦ୍ରରୁ ଅଦ୍ୟାବଧି ୧୭୮ ପ୍ରବାସୀ ଘରକୁ ଫେରିଛନ୍ତି। ଏବେ ଆହୁରୀ

Read more

ବନ୍ତରେ ପୁଣି ଜଣେ କରୋନା ପଜେଟିଭ୍ ଚିହ୍ନଟ

ବନ୍ତ, (ଚାନ୍ଦିନୀ ମହାନ୍ତି) : ଶୁକ୍ରବାର ବନ୍ତ ବ୍ଲକରେ ପୁଣି ଜଣେ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ସମ୍ପୃକ୍ତ ଆକ୍ରାନ୍ତ ଜଣକ ଛୟାଳସିଂ ପଞ୍ଚାୟତ

Read more

ସାମାଜିକ ଦୂରତା ମାନୁ ନାହାଁନ୍ତି ଘରୋଇ ଋଣ ପ୍ରଦାନ କାରୀ ସଂସ୍ଥା

ରାଇକିଆ (ପ୍ରଦୀପ କୁମାର ବେହେରା) : କରୋନା କୁ ନେଇ ସବୁଠି କଟକଣା ଜୋରଦାର କରାଯାଉଛି । ବିଶେଷ କରି ମାସ୍କ୍ ପିନ୍ଧିବା ଏବଂ ସାମାଜିକ ଦୁରତ୍ଵ

Read more

ବିଶ୍ଵ ପରିବେଶ ଦିବସ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାଇକିଆ (ପ୍ରଦୀପ କୁମାର ବେହେରା) : କନ୍ଧମାଳ ଜିଲ୍ଲା ରାଇକିଆ ନାଗରିକ ମଞ୍ଚ ତରଫରୁ ଶୁକ୍ରବାର ବିଶ୍ଵ ପରିବେଶ ଦିବସ ପାଳିତ ହୋଇ ଯାଇଛି । ସାମ୍ପ୍ରତିକ

Read more

କରୋନାର କରାଳ କାଳ ବଳୟ ପରର ପୃଥିବୀ

ମାୟାଧର ନାୟକ କରୋନାର କରାଳ କାଳ ବଳୟରେ ସମଗ ୍ରବିଶ୍ୱ ଆଜ ିଜ୍ୱଳନ୍ତ ଜତୁଗୃହ । ସବୁଠି ନିଆଁଲାଗିଛି – ସବୁଠି ନିଆଁ ଜଳୁଛି – ମଶାଣିରେ,

Read more

ସରକାରୀ ଜାଗାରେ ଘର ତିଆରିକୁ ନେଇ ବିବାଦ: ଥାନାରେ ୨ ମାମଲା ରୁଜ୍ଜୁ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ ଓଳମ ଗ୍ରାମର ଏକ ସରକାରୀ ଜାଗାରେ ଦୋକାନ ଘର ତିଆରି କରିବାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ

Read more

ଜାତିସଂଘର ମହାସଚିବ ସତ୍ୟ ତ୍ରି।ଠୀଙ୍କ ସହ ଆଲୋଚନା କଲେ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନ୍ୟୁୟର୍କ ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ସହକାରୀ ମହାସଚିବ ସତ୍ୟ ଏସ. ତ୍ରି।ଠୀଙ୍କ ସହ

Read more

ଜିଲ୍ଲା ଟ୍ରକ୍ ମାଲିକ ସଂଘର ବୈଠକରେ ସାମାଜିକ ଦୂରତାକୁ ଖୁଲମ୍‌ଖୁଲା ବେଖାତିର୍‌

ଘଟଗାଁ (ଓ୍ବାଇଏନ୍ଏସ୍) : ବର୍ତମାନ ସାରା ବିଶ୍ୱରେ ଏବେ କରୋନା ମହାମାରୀ ତାର ଆତଙ୍କ ଖେଳେଇବାରେ ଲାଗିଛି । ଯାହାଫଳରେ ଆମ କେନ୍ଦ୍ର ଏବଂ ରାଜ୍ୟ ସରକାର

Read more

Advertisement

ଏବେ ଏବେ