ଆମ ଜିଲ୍ଲା ଭଦ୍ରକ ରାଜ୍ୟ କଂଗ୍ରେସରୁ ଇସ୍ତଫା ଦେଲେ ଲକି ସ୍ୱାଇଁ: ବିଜେପି ମିଶିବା ନେଇ ଚର୍ଚ୍ଚା 26/05/2026 YWPSENU3 0 Comments Lucky Swain resigns from Congress: Talks about joining BJP ଭଦ୍ରକ(ଚାନ୍ଦିନୀ ମହାନ୍ତି ) : ସାମାଜିକ କର୍ମୀ ଓ କ୍ରୀଡ଼ା ସଂଗଠକ ଲକି ସ୍ୱାଇଁଙ୍କ ଶୀଘ୍ର ଭିତରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦାନ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଏହି ସମ୍ଭାବ୍ୟ ପଦକ୍ଷେପ ଭଦ୍ରକ ଜିଲ୍ଲାରେ, ବିଶେଷକରି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ସମୀକରଣକୁ ପରିବର୍ତ୍ତନ କରିପାରେ ବୋଲି ମନେ କରାଯାଉଛି। Spread the love