ନୂଆଁଖାଇରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

ବଲାଙ୍ଗିର (ଓ୍ବାଇଏନଏସ): ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ମାଣ୍ଡିଆପଦର ନିଜ ଗ୍ରାମରେ ପଶ୍ଚିମ ଓଡିଶାର ପୁରପଲ୍ଲୀ ନୂଆଁଖାଇ ରେ ଚଳଚଞ୍ଚଳ ଥିବା ବେଳେ ନିଜ ଜନ୍ମ ମାଟିରେ ପରିବାରଙ୍କ ସହିତ ନୂଆଁଖାଇଲେ ଓ ଭେଟଘାଟ ହୋଇ ନିଜ ଗ୍ରାମ ଦେବାଦେବୀ, ଚାଷ ଜମି ପୂଜା ଅର୍ଚ୍ଚନା କରି ଏକାଠି ହୋଇଥିଲେ ଓଡିଶା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସ୍ୱତନ୍ତ୍ର ସଚିବ ପ୍ରସନ୍ନ କୁମାର ଷଢଙ୍ଗି । ବଲାଙ୍ଗିର ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜିବି ଆସି ଭେଟଘାଟ ରେ ସାମିଲ ଥିଲେ । ବ୍ୟସ୍ତତା ମଧ୍ୟରେ ଥାଇ ଆଜି ପରଂପରାର ନୂଆଁଖାଇ ରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ