ଆଷାଢ଼ ସରିବାକୁ ବସିଲା, ନଈନାଳ ଶୁଖିଲା, ଆକାଶକୁ ଚାହିଁ ବସିଛି ଚାଷୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆଷାଢ଼ ସରିବାକୁ ବସିଲା, ନଈନାଳ ଶୁଖିଲା, ଆକାଶକୁ ଚାହିଁ ବସିଛି ଚାଷୀ। ମୌସୁମୀ ଆଗମନରେ ଅହେତୁକ ବିଳମ୍ବ ଯୋଗୁଁ ଚାଷୀ ମାନେ ହତୋତ୍ସାହିତ ହୋଇପଡିଇଛନ୍ତି।

Read more

Advertisement

ଏବେ ଏବେ