କଂଗ୍ରେସ ସଭାପତିଙ୍କ ପିତୃବିୟୋଗରେ ପିସିସି ସଭ୍ୟଙ୍କ ଶୋକ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ରାମପୁର ପଞ୍ଚାୟତ କଂଗ୍ରେସ ସଭାପତି ପୁରୁଷୋତ୍ତମ ସୁତାରଙ୍କ ପିତା ତଥା ଅଳଉତି ଗ୍ରାମର ଗଣେଶ ସୁତାରଙ୍କର ସୋମବାର ପରଲୋକ ଘଟିଛି

Read more

Advertisement

ଏବେ ଏବେ