କଂଗ୍ରେସ ସଭାପତିଙ୍କ ପିତୃବିୟୋଗରେ ପିସିସି ସଭ୍ୟଙ୍କ ଶୋକ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ରାମପୁର ପଞ୍ଚାୟତ କଂଗ୍ରେସ ସଭାପତି ପୁରୁଷୋତ୍ତମ ସୁତାରଙ୍କ ପିତା ତଥା ଅଳଉତି ଗ୍ରାମର ଗଣେଶ ସୁତାରଙ୍କର ସୋମବାର ପରଲୋକ ଘଟିଛି । ଖବର ପାଇ କଂଗ୍ରେସର ପୂର୍ବତନ ବିଧାନସଭା ନେତା ତଥା ପିସିସି ସଭ୍ୟ ସୁବ୍ରତ ଦାସ ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ । ତାଙ୍କ ସହିତ ଜୋନ୍ ସଭାପତି ନିରଂଜନ ମଲ୍ଲିକ, ରାଜୁ ପଣ୍ଡା, ବିରେନ୍ଦ୍ର ସାମଲ, ଅମୂଲ୍ୟ ବେହୁରିଆ, ଆଇ.ଏନ୍.ଟି.ସି.ୟୁ ନେତା ଭବେନ୍ଦ୍ର କୁମାର ସାହୁ, ମଣିଭଦ୍ର ବିଶ୍ୱାଳ, ପଞ୍ଚାନନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ