କନ୍ଧମାଳ ଜିଲ୍ଲାରେ ୩ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

କନ୍ଧମାଳ, (ପ୍ରଶାନ୍ତ କୁମାର ବେହେରା):ଆଜି କନ୍ଧମାଳ ଜିଲ୍ଲାରେ ଜଣେ ଡାକ୍ତରଙ୍କୁ ମିଶାଇ ୬ କରୋନା ଯୋଦ୍ଧାଙ୍କ ସମେତ ୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Read more

Advertisement

ଏବେ ଏବେ