କୋଟିଆରେ ଆନ୍ଧ୍ରର ଭୂମିପୂଜା : ବିଧାନସଭା ଗୃହ କମିଟି ତୁରନ୍ତ ଘଟଣାସ୍ଥଳ ଯିବାକୁ ସମାଜବାଦୀ ପାର୍ଟିର ଦାବି
ଭୁବନେଶ୍ୱର, (ୱାଇଏନ୍ଏସ୍): ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ଆଜି ପାର୍ବତୀପୁରମ୍ର ଆଇଟିଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ କୋଟିଆ ପଞ୍ଚାୟତର ଫାଟୋସିନେରୀଠାରେ ବିଭିନ୍ନ ପ୍ରକଳ୍ପର ଭୂମିପୂଜନ କରିଛନ୍ତି । ଆସିଡ଼ିଏସ୍, କେନ୍ଦ୍ର
Read more


