ଗରୀବ ମହିଳାଙ୍କୁ ରକ୍ତଦାନ କଲେ ଛତ୍ରପୁର ର ଏନ୍ ଦୀନବନ୍ଧୁ

ଛତ୍ରପୁର,(ଦେବଦତ୍ତ ମହାରଣା): ଜଣେ ଗରୀବ ମହିଳାଙ୍କୁ ରକ୍ତ ଦାନ କରି ଛତ୍ରପୁର ଅଂଚଳର ମତ୍ସ୍ୟଜୀବି ସଂପ୍ରଦାୟର ଯୁବକ ଏନ୍ ଦୀନବନ୍ଧୁ ସମସ୍ତଙ୍କ ପ୍ରଶଂସାର ପାତ୍‌ର ପାଲଟିଛନ୍ତି ।

Read more

Advertisement

ଏବେ ଏବେ