ଘରୋଇ କମ୍ପାନୀଙ୍କ ପାଇଁ କମିଲା କର୍ପୋରେଟ୍ ଟ୍ୟାକ୍ସ

ନୂଆଦିଲ୍ଲୀ: ଘରୋଇ କମ୍ପାନୀ ଏବଂ ନୂତନ ମାନ୍ୟୁଫାକଚରିଂ କମ୍ପାନୀମାନଙ୍କ ପାଇଁ କର୍ପୋରେଟ୍ ଟ୍ୟାକ୍ସ ହ୍ରାସ ହେବ । ଏନେଇ ଶୁକ୍ରବାର ର୍ନିମଳା ସୀତାରମଣ ଘୋଷଣା କରିଛନ୍ତି ।

Read more

Advertisement

ଏବେ ଏବେ