ଘୁ.ଉଦୟଗିରିରେ ଇନଡୋର ଷ୍ଟାଡିୟମର ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବିଧାୟକ ଓ ଗ୍ରାମବାସୀ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରସ୍ତାବିତ ଇନଡୋର ଷ୍ଟାଡିଅମର ନିର୍ମାଣ ନିମନ୍ତେ ଅନୁଦାନ ମଂଜୁର କରିଥିବାରୁ
Read more


