ଗଜପତି: ବିପଦପୂର୍ଣ ଘାଟିରେ ଅଟୋ ସହ ବାଇକ ଧକ୍କା ,ଜଣେ ମୃତ୍ୟୁ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳର କେ.ଗରଡମାହା ପଞ୍ଚାୟତର ପିଡିସ୍ ଦୁଆ ଘାଟିରେ ଏକ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ଘଟିଥିବା ଜଣାପଡିଛି

Read more

Advertisement

ଏବେ ଏବେ