ଜାତୀୟ ଦୁଃସାହସିକ କ୍ରୀଡା ପ୍ରତିଯୋଗିତାରେ ଭାଗନେବାକୁ ଗଜପତିରୁ ୧୦ଜଣିଆ ଟିମ୍‌ଙ୍କ ଚଣ୍ଡିଗଡ ଯାତ୍ରା,ବିଧାୟକଙ୍କ ଶୁଭେଚ୍ଛା ।

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଜାତୀୟ ଦୁଃସାହସିକ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବା ପାଇଁ ପାରଳାଖେମୁଣ୍ଡିରୁ ଏକ ୧୦ଜଣିଆ ଟିମ୍ ଗତକାଲି ଚଣ୍ଡିଗଡ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି

Read more

Advertisement

ଏବେ ଏବେ