ଜିତିଥିବା ଜିଲ୍ଲାପରିଷଦ ସଭ୍ୟ/ସଭ୍ୟାଙ୍କ ବିଧିବଦ୍ଧ ତାଲିକା ପ୍ରକାଶ କଲେ ରାଜ୍ୟ ନିର୍ବାଚନ ଆୟୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ସଦ୍ୟ ସମାପ୍ତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟଲାଭ କରିଥିବା ଜିଲ୍ଲାପରିଷଦ ସଭ୍ୟ/ସଭ୍ୟାଙ୍କ ବିଧିବଦ୍ଧ ତାଲିକା ପ୍ରକାଶ
Read more


