ଟ୍ରମ୍ଫଙ୍କ ଅଭିଯୋଗ; ଅନ୍ୟ ଦେଶ ଲୁଚାଉଛନ୍ତି ମୃତକଙ୍କ ସଂଖ୍ୟା

ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଅନ୍ୟ ଦେଶମାନେ କରୋନା ଯୋଗୁ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଠିକ ପ୍ରକାଶ କରୁନାହାନ୍ତି ।

Read more

Advertisement

ଏବେ ଏବେ