ନୁତନ କର୍ମକର୍ତ୍ତାଙ୍କ ପାଇଁ ଡିସେମ୍ବର ୨/୩ ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ନେଇ ବିଜେପିର ପ୍ରସ୍ତୁତି ବୈଠକ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ନୂତନ କର୍ମକର୍ତ୍ତାଙ୍କୁ ନେଇଆସନ୍ତା ଡିସେମ୍ବର ୨/୩ ତାରିଖରେ ବିଜେପିର ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ସେଥିପାଇଁ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର
Read more


