ପଞ୍ଚାୟତ ନିର୍ବାଚନ ପରାଜୟ ପରେ ସହିପାରିଲେନି ବିଜୟୀ ପାର୍ଥୀଙ୍କ ଟାହିଟାପରା : ଆତ୍ମହତ୍ୟା କଲେ ପରାଜିତ ପ୍ରାର୍ଥୀଙ୍କ ସ୍ୱାମୀ : ବିଷ ପିଇଦେଲେ ସ୍ତ୍ରୀ
ଭଦ୍ରକ, (ଯୁଗାବ୍ଦ ନ୍ୟୁଜ) :ନିର୍ବାଚନୀ ହିଂସା ଯେ ଜଣଙ୍କର ଜୀବନ ନେଇଯାଇପାରେ, ଗୋଟେ ପରିବାରକୁ ଛାରଖାର କରିଦେଇପାରେ ତାହା କେହି କେବେ ଭାବିବି ନଥିବେ । ନିର୍ବାଚନରେ
Read more


