ପେଟର ଭୋକ ଆଗରେ ସବୁ ଯୋଜନା ଫେଲ୍‍, ପୁଣି ଭିଟାମାଟିି ଛାଡ଼ିଲେ ପ୍ରବାସୀ

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ):ପେଟର ଭୋକ ଆଗରେ ସବୁ ଯୋଜନା ଫେଲ୍‍ ମାରିଛି। ବାଧ୍ୟ କରିଛି ପୁଣିଥରେ ଶହ ଶହ ପ୍ରବାସୀମାନଙ୍କୁ ନିଜ ଭିଟାମାଟି ଛାଡ଼ି ଫେରିବା ପାଇଁ।

Read more

Advertisement

ଏବେ ଏବେ