ପୋଲ ନିର୍ମାଣ କରାଯାଉ ନାହିଁ, ବିପଦପୂର୍ଣ ନଦୀ ପାଦ ଚଲାରେ ଖଟିଆରେ ବୁହା ହୋଇ ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଏପରିକି ଅନେକ ଗୁଡିଏ ଗାଁ ରହିଛି ଯେଉଁଠିକି ଯିବା ପାଇଁ ନିତିଦିନିଆ ରାସ୍ତା ନାହିଁ. ଆହୁରି ଅନେକ ଗ୍ରାମ ରହିଛି
Read more


