ଫାବି ଫ୍ଲୁ ମୂଲ୍ୟ ୨୭ ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ: ଫାବି ଫ୍ଲୁ ଟାବଲେଟ ଉପରେ ୨୭ ପ୍ରତିଶତ ମୂଲ୍ୟ ହ୍ରାସ କରାଯାଇଛି । କରୋନା ସଂକ୍ରମଣ ଦୃଷ୍ଟିରୁ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ ମୂଲ୍ୟ ହ୍ରାସ କରିଛି ।

Read more

Advertisement

ଏବେ ଏବେ