ବନ ବିଭାଗ ତରଫରୁ ପକ୍ଷୀଗଣନା ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ବନ ବିଭାଗ ପକ୍ଷରୁ ପକ୍ଷୀଗଣନା ଆରମ୍ଭ କରାଯାଇଛି. ଆଜି ଶନିବାର ସକାଳ ୬ଟାରୁ ୧୧ ଘଣ୍ଟା ପର୍ଯ୍ୟନ୍ତ ପକ୍ଷୀଗଣନା କରାଯାଇଥିଲା.

Read more

Advertisement

ଏବେ ଏବେ