ଭାଲୁଯୋଡିରେ ଅବକାରୀ ଚଢାଉ! ୪୫ଲି ଦେଶୀ ମଦ ଜବତ ସହ୨୪୦୦କେଜି ପୋଚ ଓ ରନ୍ଧା ସାମଗ୍ରୀ ନଷ୍ଟ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବଣ,ଜଙ୍ଗଲ,ନଦୀନାଳ ଘେରା ବାମନଘାଟୀ ଉପଖଣ୍ଡର ପାର୍ବତ୍ଯାଞ୍ଚଳ ଚୋରା ମଦମାଫିଆଙ୍କର ଭୂସ୍ବର୍ଗ ପାଲଟିଛି ।ଏହା ଏକ କୁଟୀର ଶିଳ୍ପରେ ପରିଣତ ହୋଇଛି
Read more


