ମତ୍ସ୍ୟ ବିଭାଗ ପକ୍ଷରୁ ବିଶ୍ବ ମତ୍ସ୍ୟ ଦିବସ ପାଳିତ : ୬ ଜଣ ସଫଳ ମାଛ ଚାଷୀଙ୍କୁ ସମ୍ବର୍ଦ୍ଧିତ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଳବାଣୀ ଠାରେ ଆତ୍ମା ପ୍ରଶିକ୍ଷଣ ସଭାଗୃଠାରେ ମତ୍ସ୍ୟ ବିଭାଗ ପକ୍ଷରୁ ବିଶ୍ବ ମତ୍ସ୍ୟ ଦିବସ ପାଳିତ ହୋଇ ଯାଇଛି।

Read more

Advertisement

ଏବେ ଏବେ