ମଧ୍ୟସ୍ଥତା ଜରିଆରେ ଅଯୋଧ୍ୟା ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍ ବିବାଦର ସମାଧାନ କରିବାକୁ ଚାହୁଁଛନ୍ତି ସୁନି ୱାକଫ୍ ବୋର୍ଡ ଏବଂ ନିର୍ବାଣୀ ଆଖଡା !
ନୂଆଦିଲ୍ଲୀ: ଆପୋସ ବୁଝାମଣା ଜରିଆରେ ଅଯୋଧ୍ୟା ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବା ଲକ୍ଷ୍ୟରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ଗଠିତ ମଧ୍ୟସ୍ଥି କମିଟି
Read more


