ମରଚାଇପଦା ଗ୍ରାମରେ ଜଗନ୍ନାଥ ମନ୍ଦିରର ଭୁମିପୂଜା

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ପଞ୍ଚୟତ ମରଚାଇପଦା ଗ୍ରାମରେ ଆଜି ପବିତ୍ର ବାହୁାଯାତ୍ରା ଅବସରରେ ପ୍ରଭୂ ଜଗନ୍ନାଥ ମନ୍ଦିରର ଭୁମିପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

Read more

Advertisement

ଏବେ ଏବେ