ମୟୂରଭଂଜ ସାହିତ୍ୟ ଏକାଡେମୀ ତରଫରୁ ‘ଗୀତ ଆସର ‘ଅନୁଷ୍ଠିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସାରସ୍ବତ ଅନୁଷ୍ଠାନ ‘ମୟୂରଭଂଜ ସାହିତ୍ୟ ଏକାଡେମୀ’ ବାରିପଦା ଆନୁକୂଲ୍ୟରେ ପୂର୍ଣଚନ୍ଦରପୁରସ୍ଥିତ ଏକାଡେମୀ କାର୍ଯ୍ଯାଳୟ ପରିସରରେ’ଗୀତ ଆସର’ଅନୁଷ୍ଠିତ ହୋଇଯାଇଛି । ଏକାଡେମୀର
Read more


