ଟଙ୍କା ୫ଶହ ପାଇଁ ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ଭିଡ଼, ରହୁନି ସାମାଜିକ ଦୂରତ୍ୱ ରକ୍ଷା

ହିଞ୍ଜିଳିକାଟୁୂ,(ୱାଇଏନଏସ): ଜନଧନ ଯୋଜନାରେ ବ୍ୟାଙ୍କରେ ସଂଚୟ ଖାତା ଖୋଲିଥିବା ହିତାଧିକାରୀ ମାନଙ୍କ ଖାତାରେ କେନ୍ଦ୍ର ସରକାର ୫ଶହ ଟଙ୍କା ସହାୟତା ରାଶି ପ୍ରଦାନ କରି ଆସୁଛନ୍ତି ।

Read more

Advertisement

ଏବେ ଏବେ