ରାଇରଙ୍ଗପୁର ସିଭିଲ କୋର୍ଟରେ ଏକ ସପ୍ତାହ କାର୍ଯ୍ୟବନ୍ଦ

ରାଇରଙ୍ଗପୁର (ଅକ୍ଷୟ ବି‌ଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ‌ କାରାଗାରରେ ଗତ ୪ ଦିନ ତଳେ ୧୬ ଜଣ ଅନ୍ତେବାସୀଙ୍କୁ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି ।

Read more

Advertisement

ଏବେ ଏବେ