ରାଜ୍ୟ ଓପେପା ଇଞ୍ଜିନିୟର୍ସ ଏସୋସିଏସନ୍ ଗଞ୍ଜାମ ଶାଖା କର୍ମକର୍ତ୍ତା ଚୟନ ଇଂ ସନତ ବେହେରା ସଭାପତି ମନୋନୀତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ରାଜ୍ୟ ଓପେପା ଇଞ୍ଜିନିୟର୍ସ ଏସୋସିଏସନ ଗଞ୍ଜାମ ଜିଲ୍ଲା ଶାଖାର ଏକ ଜରୁରୀ ବୈଠକ ଆଜି ଛତ୍ରପୁର ସ୍ଥିତ ଡିପିସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି
Read more


