ରେସୱା ଅନୁଷ୍ଠାନରେ ପୁରୁଷ ହକି ବିଶ୍ୱକପ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ‘ରେସୱା’ ସ୍ୱେଛାସେବୀ ଅନୁଷ୍ଠାନର ଅନ୍ତେବାସୀମାନଙ୍କ ମଧ୍ୟରେ ପୁରୁଷ ହକି ବିଶ୍ୱକପ ଅବସରରେ ହକି ସମ୍ବଦ୍ଧିତ ବିଭିନ୍ନ କାର୍ଯ୍ୟକ୍ରମମାନ କରାଯାଉଛି ।
Read more


