ସମାଜ ସେବାର ଅନନ୍ୟ ଅନୁଷ୍ଠାନ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ : ଏକ ବର୍ଷ ଭିତରେ ଚାରି ପ୍ରବାସୀ ଦାଦନ ଶ୍ରମିକ ମୃତ ଦେହକୁ ଭିଟାମାଟିରେ ପହଞ୍ଚାଇବାରେ ନେଇଛି ପ୍ରମୁଖ ଭୂମିକା
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ସମାଜ ସେବା ହେଉ ବା ସାହିତ୍ୟ ଆସର, ପରିବେଶ ସୁରକ୍ଷା ହେଉ ବା କରୋନା ବିରୋଧରେ ଲଢ଼େଇ, ସବୁଥିରେ ଅଗ୍ରଣୀ ଭୂମିକା ଗ୍ରହଣ
Read more


