ସମୁଦ୍ରରେ ବୁଡି ଯୁବତୀ ମୃତ

ପୁରୀ(ବ୍ୟୁରୋ): ଶୁକ୍ରବାର ସମୁଦ୍ରରେ ସ୍ନାନ କରୁଥିବା ସମୟରେ ଜଣେ ଯୁବତୀ ସମୁଦ୍ରରେ ବୁଡି ଯାଇଥିଲା । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

Read more

Advertisement

ଏବେ ଏବେ