ସ୍କୁଲ ଶିକ୍ଷକ ଅଶୋକ ଗିରି ରାସ୍ତାରୁ ପାଇଥିବା ପର୍ଶ, ଦସ୍ତାବିଜ ଏବଂ ୨୦ ହଜାର ଟଙ୍କା ଫେରାଇ ମହନୀୟତା ପ୍ରଦର୍ଶନ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଏବେ ବି ବଞ୍ଚିଛି ମାନବିକତା ।ଜନୈକ ଶିକ୍ଷକ ରାସ୍ତାରୁ ପାଇଥିବା ପର୍ଶ, ଅନ୍ୟାନ୍ୟ ଦସ୍ତାବିଜ,୨୦,୦୦୦ଟଙ୍କା ଫେରାଇ ତାଙ୍କର ମହତପଣିଆ ଦେଖାଇଛନ୍ତି । ସୂଚନାଯୋଗ୍ୟ

Read more

Advertisement

ଏବେ ଏବେ