୧୧ଜୁଆଡ଼ି ଗିରଫ;୧ଲକ୍ଷ ୧୩ହଜାର ୪୩୦ ଟଙ୍କା ଜବତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ହିଞ୍ଜିଳି ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବେଧଡକ ଜୁଆ ଖେଳ ଚାଲିଥିବା ଜଣାପଡ଼ିଛି ।

Read more

Advertisement

ଏବେ ଏବେ