୧୭୨ଜଣ ଗୃହହୀନ ମାନଙ୍କୁ ପଟ୍ଟା ପ୍ରଦାନ କରିବା ଦାବୀ ନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ
ଛତ୍ରପୁର,(ଦେବଦତ୍ତ ମହାରଣା) : ବ୍ରହ୍ମପୁର ତହସିଲ ଅନ୍ତର୍ଗତ ହରିଡାଖଣ୍ଡି ରାଜସ୍ୱ ମୈାଜା ରେ ଅବସ୍ଥିତ ଖତିଆନ ନଂ ୫୩୨, ପ୍ଲଟ ନଂ ୫୭୮/୧୮୩୬ରେ ୬୦ବର୍ଷରୁ ଉର୍ଦ୍ଧ୍ୱ ବସତି
Read more


