ବାଲେଶ୍ଵର ସଦର ବ୍ଲକରେ ଟେଲରିଂ ୟୁନିଟ ସ୍ଥାପନ ପାଇଁ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଅନୁରୋଧ ଜଣାଇଲେ ବିଧାୟକ
ବାଲେଶ୍ବର(ସରୋଜ ପଣ୍ଡା): ରାଜ୍ୟରେ ଭାରତୀୟ ଜନତା ପାର୍ଟିର ଏକକ ସରକାର ଗଠନ ହେବା ପରେ ମହିଳା ସଶକ୍ତିକରଣକୁ ଅଧିକ ଗୁରୁତ୍ବ ଦିଆଯାଇଛି। ମିଶନ ଶକ୍ତି ଅଧୀନରେ ମହିଳାଙ୍କୁ
Read more


