ଭାରତୀୟଷ୍ଟେଟର ନୂତନ ବ୍ୟାଙ୍କ ଶାଖା ଉଦଘାଟିତ

ବାରିପଦା,(ମୁରାରୀ ମୋହନ ମହାପାତ୍ର ):ତକତପୁର ଠାରେ ନବୀକରଣ କରାଯାଇଥିବା ଭାରତୀୟଷ୍ଟେଟ ବ୍ୟାଙ୍କ ଶାଖା ଉଦଘାଟିତ ହୋଇଯାଇଛି. ଭୁବନେଶ୍ୱରର ମହାପ୍ରବନ୍ଧକ ପୋନ୍ନାବଲ୍ଲମ ଏମ. ଏହାକୁ ଉଦଘାଟନ କରି ଏହି ନବୀକରଣ ଶାଖା ଲୋକଙ୍କୁ ଅଧିକ ସେବା ଯୋଗାଇ ଦେବାରେ ସକ୍ଷମ ହେବ ବୋଲି କହିଛନ୍ତି. ଏହି ଅବସର ରେ ବାଲେଶ୍ଵର ପ୍ରଶାସନିକ କାର୍ଯ୍ୟାଳୟର ଡିଜିଏମ ଶୈଳେଶ କୁମାର ସିନ୍ହା, ବାରିପଦା ଆଞ୍ଚଳିକ ପରିଚାଳକ ଜଗନ୍ନାଥ ଶ୍ରୀଚନ୍ଦନ ନାୟକ, ଶାଖା ପରିଚାଳକ ନିହାର ସିଂହ, ଫିଲ୍ଡ ଅଫିସର ବିଶ୍ୱଜିତ ଜେନା ଏବଂ ତତପୁର ଶାଖାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ