ଅନଲାଇନ ମଦ ବିକ୍ରି କୁ ବିରୋଧ କରି ଜିଲ୍ଲାପାଳଙ୍କ ସମେତ ରାଜ୍ୟ ସରକାରଙ୍କୁ ଦାବୀ

କଳାହାଣ୍ଡି, (ଓ୍ବାଇଏନ୍ଏସ୍):ଗତ କାଲି ରାଜ୍ୟ ସରକାର ବିଦେଶୀ ମଦ ଅନଲାଇନ ରେ ବିକ୍ରିକୁ ମଞ୍ଜୁରୀ ଦେଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଅନଲାଇନ ମଦ ବିକ୍ରି କୁ ବିରୋଧ କରି ଆଜି ଭବାନୀପାଟଣା ସଦର ଅବିକାରୀ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ବୈଠକ ବସିଥିଲା । ଏହି ବୈଠକରେ ଅନଲାଇନ ମଦ ବିକ୍ରି କୁ ବିରୋଧ କରୁଥିବା ବେଳେ ନିଜ ଦୋକାନ ର ସୁରକ୍ଷା ଓ କର୍ମଚାରୀ ଙ୍କ ସୁରକ୍ଷା କୁ ନେଇ ଆମେ ଅନଲାଇନ ବିକ୍ରି କରିବୁ ନାହିଁ ବୋଲି ଦୋକାନ ମାଲିକ ସଂଘ ଜିଲ୍ଲାପାଳ ଙ୍କୁ ଏକ ଲିଖିତ ଦାବୀ ପତ୍ର ରାଜ୍ୟ ସରକାରଙ୍କ ଉଦେଶ୍ୟ ରେ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ