ଅବକାରୀ ଦ୍ଵାରା ମହିଳା ଗିରଫ, ୪୦ ଲି ଦେଶୀ ମଦ ସହ ୮୦୦ କେଜି ପୋଚ ନଷ୍ଟ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଆଜି ରାଇରଙ୍ଗପୁର ବହଳଦା ଅବକାରୀ ବିଭାଗ ପକ୍ଷରୁ ବହଳଦା ବ୍ଲକର ଡଲସରା ଗ୍ରାମରେ ବେନିୟମ ମଦ କାରବାର କରୁଥିବା ମହିଳାଙ୍କ ଠାରୁ ୨୦ ଲି ଦେଶୀ ମଦ ଜବତ କରିବା ସହ ୩୮/୨୦ ମାମଲା ରୁଜୁ କରି ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ