ଅବକାରୀ ଧରପଗଡ଼ : ଦେଶି ଓ ବିଦେଶୀ ମଦ ଜବତ

ଛତ୍ରପୁର,(ଓ୍ବାଇଏନ୍ଏସ୍):କରୋନା ଭୁତାଣୁ ସଂକ୍ରମଣ ମୁକାବିଲା ପାଇଁ ମଦ କାରାବାର ସଂପୁର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ଅବକାରୀ,ପୋଲିସ୍ ଓ ତହସିଲ ସ୍ତରୀୟ ମିଳିତ ସ୍କ୍ୱାର୍ଡ ପକ୍ଷରୁ ଚଢାଉ ହୋଇଥିଲା । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗଞ୍ଜାମ, ପୁରୁଷୋତ୍ତମ ପୁର, ଭଂଜନଗର, ଆସିକା, ରମ୍ଭା ଓ ଛତ୍ରପୁର ଅଂଚଳରୁ ୧୬୬ଲିଟର ଭାଟି ରନ୍ଧା ମଦ,୧୦.୨ ଲିଟର ବିଦେଶୀ ମଦ ଓ ୬ଲିଟର ବିଅର ସହ ସ୍କୁଟି ଏବଂ ୧୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ